ଏହି ଅଭିଯାନରେ ଅଂଶଗ୍ରହଣ କରି ମୁଁ ଖୁସି।
ମୁଁ କେବଳ କିଛି ଦିନ ପାଇଁ ଅଂଶଗ୍ରହଣ କରିଛି, ଏବଂ ମୁଁ ନିଜ ଭିତରେ ଏକ ପରିବର୍ତ୍ତନ ଅନୁଭବ କରୁଛି। ମୁଁ ପୂର୍ବ ଅପେକ୍ଷା ଅଧିକ ବିଚାରଶୀଳ, କୋମଳ, ଦୟାଳୁ, ଅଧିକ ଧୈର୍ଯ୍ୟବାନ ଏବଂ ଅଧିକ ସହନଶୀଳ ହୋଇଗଲିଣି। ପ୍ରକୃତରେ, ଆମ ମା'ଙ୍କ ପ୍ରେମ ଭାଷା ଆମକୁ ଭଲ ମଣିଷ ହେବାକୁ ପ୍ରେରଣା ଦିଏ।
© ଅନଧିକୃତ ନକଲ ଓ ବିତରଣ ନିଷେଧ ।
19