‘어머니 사랑과 평화의 날’ & UN ‘국제 관용의 날’ 기념 캠페인

ଏହି ଦୁନିଆରେ ଜନ୍ମ ହେବା ପରେ, ପ୍ରଥମ ଥର ପାଇଁ ଏକ ମାତାଙ୍କର ପ୍ରେମ ପ୍ରାପ୍ତ ହେଲା ।
ନିଜ ପିଲାମାନଙ୍କ ପାଇଁ ସର୍ତ୍ତବିହୀନ ସମର୍ଥନ, ବିଚାରଶୀଳତା, ବଳିଦାନ ଓ ସେବା ହେଉଛି ସେହି ସଦ୍‌ଗୁଣ
ଯାହାକି ରାଷ୍ଟ୍ର, ଜାତି ଓ ସଂସ୍କୃତି ବାହାରେ ମାନବିକତା ଦ୍ୱାରା ବିତରଣ କରାଯାଉଥିବା ଭଲ ମୂଲ୍ୟ ଅଟେ ।

ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଏହାର ୬୦ ତମ ବାର୍ଷିକୀକୁ ୨୦୨୪ ରେ ପାଳନ କରିଅଛି
ଏବଂ ୧ ନଭେମ୍ବରକୁ ‘ମାତାଙ୍କ ପ୍ରେମ ଓ ଶାନ୍ତି ଦିବସ’ ଭାବରେ ଘୋଷଣା କରିଅଛି ।
ପ୍ରତିବର୍ଷ, ଚର୍ଚ୍ଚ ଯୋଗାଯୋଗ ଓ ସୁସଙ୍ଗତକୁ ପ୍ରୋତ୍ସାହିତ କରି,
ଦୈନିକ ଜୀବନରେ ମାତାଙ୍କ ପ୍ରେମ ଅଭ୍ୟାସ କରିବା ପାଇଁ
ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ କରିଥାଏ ।

2026 marks the second anniversary
of the Words of Mother’s Love Campaign.
We have expanded the depths of communication
by adding two new expressions to existing seven ones.
Currently, there are a total of nine expressions.
In celebration of the United Nations
International Volunteer Year 2026,
we would like to implement the value of sharing
by achieving our goal which is to let each person
participate in volunteering at least twice a year.

ଏହି ଅଭିଯାନ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସହନଶୀଳତା ଦିବସ ସହିତ ସମାନ ଉଦ୍ଦେଶ୍ୟ ରଖେ ।
ଦ୍ୱନ୍ଦ୍ୱ, ହିଂସା ଓ ଯୁଦ୍ଧରେ ପରିପୂର୍ଣ୍ଣ ଏହି ଯୁଗରେ,
ଆମ୍ଭେମାନେ ଆଶା କରୁଅଛୁ ଯେ ମାତାଙ୍କ ପ୍ରେମ ଜଗତକୁ ବ୍ୟାପିଯିବ
ଏବଂ ସ୍ଥାୟୀ ଶାନ୍ତି ଆଣିବାର ଏକ ମାଧ୍ୟମ ହେବ ।

The campaign launch theme is
Beginning of Peace: The Words of Mother's Love.

ଅନ୍ୟମାନଙ୍କ ପ୍ରତି ବିଚାରଶୀଳତା ଓ ବୁଝାମଣାରେ ପରିପୂର୍ଣ୍ଣ ଶବ୍ଦଗୁଡିକ,
“ମାତାଙ୍କ ପ୍ରେମର ଶବ୍ଦ ।” ସହିତ ଯୋଗାଯୋଗ କରନ୍ତୁ ।
ଯେଉଁଠାରେ ମାତାଙ୍କ ପ୍ରେମ ଅଛି, ସେଠାରେ ଶାନ୍ତି ଅଛି ।

୦୧.“ଆପଣ କେମିତି ଅଛନ୍ତି?”

ଶାନ୍ତି ପାଇଁ ପ୍ରଥମ ଶବ୍ଦ

ଲିଫ୍ଟରେ ଆପଣ ଯେଉଁ ପଡ଼ୋଶୀଙ୍କୁ ଭେଟନ୍ତି, ହଲୱେରେ ଆପଣ ଯେଉଁ ବନ୍ଧୁମାନଙ୍କୁ ଭେଟନ୍ତି, ଏବଂ ପଡ଼ୋଶୀମାନଙ୍କର ଯତ୍ନ ନେବା ଓ ସୁରକ୍ଷା ଦେଉଥିବା କୃତଜ୍ଞ ଲୋକ ...
ଯେଉଁ ଲୋକମାନଙ୍କୁ ଆପଣ ପ୍ରତିଦିନ ଭେଟନ୍ତି କିମ୍ବା ଯେଉଁମାନଙ୍କ ପାଖ ଦେଇ ଆପଣ ଯାଆନ୍ତି, ସେମାନଙ୍କୁ ଖୁସିରେ ଅଭିବାଦନ କରନ୍ତୁ ।

୦୨.“ଆପଣଙ୍କୁ ଧନ୍ୟବାଦ ।
ଏସବୁ ପାଇଁ ଆପଣଙ୍କୁ ଧନ୍ୟବାଦ । ଆପଣ ବହୁତ କଠିନ ପରିଶ୍ରମ କରିଛନ୍ତି ।”

ଛୋଟ ପ୍ରୟାସ ଓ ବିଚାରଶୀଳ କାର୍ଯ୍ୟ ପାଇଁ ମଧ୍ୟ
କୃତଜ୍ଞତା ଜଣାନ୍ତୁ ।

ସେହି ହାତଗୁଡ଼ିକ ପାଇଁ ନିଜର କୃତଜ୍ଞତା ଜଣାନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ଉଷ୍ମ ଭୋଜନ ପ୍ରସ୍ତୁତ କଲେ ଓ ସେହି ଦୟାଳୁତା ପାଇଁ ନିଜର କୃତଜ୍ଞତା ଜଣାନ୍ତୁ ଯାହା ଆପଣଙ୍କୁ ନିରାପଦରେ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇଲା ।
ଯେପରି ଉତ୍ସାହୀ ହୃଦୟ ଆସେ ଓ ଯାଏ, ସେହିପରି ଆପଣଙ୍କ ପରିଚିତଙ୍କ ଦୈନିକ ଜୀବନରେ ଖୁସି ଖେଳିଉଠେ ।

୦୩.“ମୁଁ ଦୁଃଖିତ । ଏହା ଆପଣଙ୍କ ପାଇଁ ନିଶ୍ଚୟ କଷ୍ଟକର ହୋଇଥିବ ।”

ଶବ୍ଦ ଯାହା ଅନ୍ୟର ଭାବନାକୁ ପ୍ରଥମେ ବୁଝି ହୃଦୟକୁ ତରଳାଇଦିଏ

ଆପଣ କାହା ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛନ୍ତି କି?
କିପରି ହେବ ଯଦି ଆପଣ ଆପଣଙ୍କର ଶବ୍ଦ ଓ କାର୍ଯ୍ୟକୁ ଅନ୍ୟର ଦୃଷ୍ଟିକୋଣରୁ ଦେଖନ୍ତି?
ଆପଣଙ୍କର ଭୁଲ ପାଇଁ କ୍ଷମା ମାଗନ୍ତୁ ଓ ପ୍ରଥମେ ସମ୍ପର୍କ ସ୍ଥାପନ କରନ୍ତୁ । ଶାନ୍ତି ନମ୍ର ହୃଦୟ ସହିତ ଆସେ ।

୦୪.“କିଛି ଅସୁବିଧା ନାହିଁ ।
ମୁଁ ବୁଝିପାରୁଛି ।”

କ୍ଷମା ଶବ୍ଦ ଯାହା ଭୁଲକୁ ଆଚ୍ଛାଦନ କରେ ।


ଦୟାକରି ସେମାନଙ୍କ ପାଇଁ ଉଦାର ହୁଅନ୍ତୁ ଯେଉଁମାନେ କଠିନ ପରିସ୍ଥିତିରେ ଅଛନ୍ତି ।

୦୫.“ଦୟାକରି ଆପଣଙ୍କ ପରେ ।”

ଯେତେବେଳେ ଧୈର୍ଯ୍ୟହରା ଅନୁଭବ କରନ୍ତି, ଏକ ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ଅନ୍ୟମାନଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ ।

ମେଟ୍ରୋ ଟର୍ନଷ୍ଟାଇଲରେ, କ୍ୟାସ କାଉଣ୍ଟରରେ, କିମ୍ବା ଗାଡି ଚଳାଇବା ସମୟରେ ... ବ୍ୟସ୍ତବହୁଳ ପରିସ୍ଥିତିରେ ପ୍ରଥମେ ରାସ୍ତା ଦେବାକୁ ଚେଷ୍ଟା କରନ୍ତୁ ।
ଧୈର୍ଯ୍ୟର ଏକ ମୁହୂର୍ତ୍ତ ଆପଣଙ୍କ ଦିନକୁ ଅଧିକ ଶାନ୍ତିପୂର୍ଣ୍ଣ କରିଥାଏ ।

୦୬.“ମୁଁ ଆପଣଙ୍କ ଚିନ୍ତାଧାରା ବିଷୟରେ ଅଧିକ ଜାଣିବାକୁ ଚାହୁଁଛି ।”

ଯେତେବେଳେ ମତ ଭିନ୍ନ ହୁଏ, ତେବେ ଅନ୍ୟମାନେ ଯାହା କୁହନ୍ତି ତାହା ଉପରେ ଅଧିକ ଯତ୍ନର ସହିତ ଶୁଣନ୍ତୁ ।

ଏପରି ପରିସ୍ଥିତିରେ ଯେଉଁଠାରେ ମତ ଭିନ୍ନ ହୋଇଥାଏ,
ଓ ପ୍ରତ୍ୟେକ ବ୍ୟକ୍ତି ନିଜର ମତ ପ୍ରକାଶ କରୁଛନ୍ତି
, ଦୟାକରି କିଛି ସମୟ ପାଇଁ ଅଟକି ଯାଆନ୍ତୁ ଓ ଶୁଣନ୍ତୁ । ଅନ୍ୟମାନଙ୍କ ପ୍ରତି ସମ୍ମାନ ଓ ବିଚାରଶୀଳତା ହେଉଛି ପ୍ରଭାବଶାଳୀ ଯୋଗାଯୋଗର ଚାବି ।

୦୭.“ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି(ଆପଣଙ୍କୁ ସମର୍ଥନ କରିବି) ସବୁକିଛି ଠିକ୍ ହୋଇଯିବ ।”

ଆନ୍ତରିକ ସମର୍ଥନ ଓ ଉତ୍ସାହ ପ୍ରଦାନ କରନ୍ତୁ ।

ମୋତେ ସମର୍ଥନ କରୁଥିବା ଓ ଉତ୍ସାହିତ କରୁଥିବା ଲୋକ ଅଛନ୍ତି ଜାଣିବା ପ୍ରତ୍ୟେକ ପରିସ୍ଥିତିରେ ମୋତେ ଶକ୍ତି ପ୍ରଦାନ କରେ ।
ଯେଉଁମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି
ସେମାନଙ୍କୁ ଦୟାକରି ଆନ୍ତରିକ ସମର୍ଥନ ଓ ଉତ୍ସାହ ଦିଅନ୍ତୁ ।

08.Can I give you a hand with anything?

Consideration begins with paying attention to those around you

Offer a hand to an older adult carrying something heavy, a coworker struggling with a heavy workload, or a neighbor going through a difficult time. Sometimes the smallest act of kindness becomes someone’s greatest encouragement.

09.You’re amazing. You’re doing great!

Warm compliments bring happiness to both sides

Affirm others’ efforts and growth with heartfelt praise. Sometimes one kind word is enough to warm two hearts at once.

ଆଜି, “ମାତାଙ୍କ ପ୍ରେମର ଶବ୍ଦ” ମାଧ୍ୟମରେ ଶାନ୍ତି ପ୍ରାପ୍ତ କରନ୍ତୁ ।
ଅଭିଯାନରେ ଅଂଶଗ୍ରହଣ କରନ୍ତୁ