ମାଆଙ୍କ ପ୍ରେମର ଭାଷା ବିଷୟରେ ଜାଣିବା ପରଠାରୁ, ମୁଁ ତାଙ୍କ ଶିକ୍ଷାକୁ ମୋ ଚାରିପାଖରେ ଥିବା ଲୋକଙ୍କ ସହିତ, ମୋର ବନ୍ଧୁ ଏବଂ ପରିବାର ସହିତ ଅଧିକ ଅଭ୍ୟାସ କରିଛି। ମୁଁ ବୁଝୁଛି ଯେ ଯେତେବେଳେ ଆପଣ ପ୍ରଥମେ ହସ ଦେଇ କାହାକୁ ସ୍ୱାଗତ କରନ୍ତି, ସେତେବେଳେ ଥଣ୍ଡା ପରିବେଶ ଦୂର ହୋଇଯାଏ ଏବଂ ଆନନ୍ଦରେ ପରିଣତ ହୁଏ। ହସ ସହିତ ଏକ ନୂତନ ଦିନ ଆରମ୍ଭ କରିବା ଦ୍ୱାରା ସମଗ୍ର ଦିନଟି ପ୍ରକୃତରେ ଖୁସି ହେବ।
© ଅନଧିକୃତ ନକଲ ଓ ବିତରଣ ନିଷେଧ ।
2